କୁମ୍ଭମେଳା ପାଇଁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

0

ନୂଆଦିଲ୍ଲୀ : ଆଗାମୀ କୁମ୍ଭମେଳା ପାଇଁ ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ ସ୍ବତନ୍ତ୍ର ବିମାନ ଚଳାଚଳ ବ୍ୟବସ୍ଥା କରିଛି। ବ୍ୟବସ୍ଥା ଅନୁଯାୟୀ ଜାନୁଆରୀ ୧୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ଅହମଦାବାଦ ଓ କଲକାତାରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ବିମାନ ଚଳାଚଳ କରିବ। ସ୍ପାଇସ ଜେଟ୍‌ ମଧ୍ୟ ସ୍ବତନ୍ତ୍ର ବିମାନ ଚଳାଚଳ କରିବାକୁ ଘୋଷଣା କରିସାରିଛି।

Leave A Reply