ଏଥର କୁମ୍ଭ ମେଳା କେବଳ ୪୮ ଦିନ ପାଇଁ, ଫେବୃଆରୀ ଶେଷରେ ପ୍ରକାଶ ପାଇବ ବିଜ୍ଞପ୍ତି

୨୦୨୧ ମସିହାରେ ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା କୁମ୍ବ ଏଥର ମାତ୍ର ୪୮ ଦିନ ପାଇଁ ହେବ। ଉତ୍ତରାଖଣ୍ଡ ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକ କହିଛନ୍ତି ଯେ କୁମ୍ଭ ମେଳା ମୁଖ୍ୟତଃମାର୍ଚ୍ଚରୁ ଏପ୍ରିଲ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଫେବୃଆରୀ ଶେଷରେ ସରକାର ଏହି ମେଳା ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବେ। କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ କରିଛନ୍ତି।

Comments are closed.