ଆସିଲାନି ଆମ୍ବୁଲାନ୍ସ, ମେଡିକାଲ ବନ୍ଦ ; ଅଢେଇ ବର୍ଷର ଶିଶୁ ମୃତ

0

କୁଜଙ୍ଗ : ଜଗତସିଂହପୁର ଜିଲା କୁଜଙ୍ଗ ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। କୁଜଙ୍ଗ ବାସିଆ ସାହିର ଏକ ଶିଶୁର କୌଣସି କାରଣ ବସତଃ ଡାକ୍ତରଖାନାକୁ ଯିବାପାଇଁ ଆମ୍ବୁଲାସକୁ ଫୋନ କରିଥିଲେ। ଆମ୍ବୁଲାସକୁ ଅପେକ୍ଷାକରି ଦୀର୍ଘ ୨ଘଣ୍ଟା ପରେ ନିଜେ ଡାକ୍ତରଖାନା ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଡାକ୍ତର ନଥିବା କାରଣରୁ ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି।

Leave A Reply