କୁହୁଡି ଚାଦରରେ ଟ୍ୱିନ ସିଟି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଟ୍ୱିନ ସିଟିରେ ପ୍ରାୟ ୨୦ ରୁ ୩୦ ମିଟର ଦୂର ଯାଏଁ ରାସ୍ତା ଦେଖାଯାଉନଥିବାରୁ ଯାତାୟତରେ ତଥା ଗମନାଗମନରେ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଧିରେ ଧିରେ କୁହୁଡ଼ିର ପରିମାଣ କମିଥିବା ଦେଖାଯାଉଛି।

Comments
Loading...