କୁହୁଡି ଚାଦରରେ ଟ୍ୱିନ ସିଟି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଟ୍ୱିନ ସିଟିରେ ପ୍ରାୟ ୨୦ ରୁ ୩୦ ମିଟର ଦୂର ଯାଏଁ ରାସ୍ତା ଦେଖାଯାଉନଥିବାରୁ ଯାତାୟତରେ ତଥା ଗମନାଗମନରେ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଧିରେ ଧିରେ କୁହୁଡ଼ିର ପରିମାଣ କମିଥିବା ଦେଖାଯାଉଛି।