ରାଜଧାନୀରେ ଘନ କୁହୁଡି ; ଯାନ ଚଳାଚଳରେ ବାଧାପ୍ରାପ୍ତ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନ ସମେତ ରାଜଧାନୀରେ ଘନ କୁହୁଡିର ଆସ୍ତରଣ ହୋଇଥିବା ରବିବାର ଦେଖାଯାଇଛି। ଘନ କୁହୁଡ଼ି କାରଣରୁ ରାସ୍ତାରେ ମୋଟର ଯାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏହାସହ ଆହୁରି ୨ଦିନ ଯାଏଁ କୁହୁଡି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରାଯାଇଛି। ଗତ କିଛି ହେବ ଲଗାତାର କୁହୁଡି ହୋଇଥିବା ଦେଖାଯାଇଛି।

Comments are closed.