କୁଆ ପଥର ମାଡରେ ଆମ୍ବ ଫସଲ ନଷ୍ଟ

ଦେବଗଡ : ଶୁକ୍ରବାର ମଧ୍ୟାହ୍ନରେ ଧୂଳିଝଡ ଓ କୁଆ ପଥର ମାଡରେ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉପାନ୍ତ ସୋଡ ଜିପିରେ ବହୁ ଘରର ଛପର ଉଡି ଯାଇଥିବା ବେଳେ ଆମ୍ବ ଫସଲ ନଷ୍ଟ ହୋଇଛି।

Comments are closed.