କୋଟଗଡରେ ମାଓବାଦୀଙ୍କ ପୋଷ୍ଟର

0

କୋଟଗଡ : କୋଟଗଡ ଥାନା ଦୁର୍ଗାପଙ୍ଗା ପଞ୍ଚାୟତ ନିକଟରେ ବିଜେପି, ବିଜେଡି, ଆରଏସଏସ, ବିଏଚପି ଆଦି ସଂଗଠନକୁ ମାଓବାଦୀ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଦିବାସୀ, ଖ୍ରୀଷ୍ଟିଆନ, ଦଳିତ, ଓବିସି ଆଦି ଏକ ହୋଇ ବିରୋଧ କରିବା ଦରକାର ବୋଲି ମାଓବାଦୀ ମାନେ କହିଛନ୍ତି। ଏ ନେଇ ଭାରତ କମ୍ୟୁନିଷ୍ଟ ସିପିଆଇ ମାଓବାଦୀ ଓଡିଶା ସଂଗଠନ ପକ୍ଷରୁ ଏକ ପୋଷ୍ଟର ମଧ୍ୟ ଲଗାଯାଇଛି।

Leave A Reply