ପୁଣି ଲଜ୍ଜା : ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

କୋରାପୁଟ : କୋରାପୁଟ ଜିଲା କୋଟପାଡ ବ୍ଲକ ଚିତ୍ରା ପଞ୍ଚାୟତର ବାଗଞ୍ଚୁଅ ଗ୍ରାମରେ ଗତକାଲି କିଛି ଦୁର୍ବୃତ୍ତ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାର ପ୍ରକୃତ କାରଣ ଜଣା ପଡିନଥିବାବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।