‘ସମାଜ’ କୋରାପୁଟ ଶାଖା କାର୍ଯ୍ୟାଳୟରେ ରାଧାନାଥ ରଥଙ୍କ ୧୨୪ତମ ଜୟନ୍ତୀ ପାଳିତ

କୋରାପୁଟ : ‘ସମାଜ’ କୋରାପୁଟ ଶାଖା କାର୍ଯ୍ୟାଳୟ ରେ ସମାଜର ପୂର୍ବତନ ସମ୍ପାଦକ, ପ୍ରବୀଣ ରାଜନୀତିଜ୍ଞ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ସର୍ବୋପରି ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ୧୨୪ ତମ ଜୟନ୍ତୀ ପାଳିତ ହୋଇଯାଇଛି।

Comments are closed.