ବୃଦ୍ଧଙ୍କ ଠାରୁ ଲୁଟିଲେ ନେଲେ ୧ ଲକ୍ଷ

କୋରାପୁଟ : କୋରାପୁଟ ଜିଲାରେ ଆଜି ଜଣେ ବୃଦ୍ଧଙ୍କ ଠାରୁ ଲୁଟ୍‍ ହୋଇଛି। ଲୁଟେରା ମାନେ ବୃଦ୍ଧଙ୍କ ଠାରୁ ଲୁଟି ନେଲେ ୧ ଲକ୍ଷ ଟଙ୍କା। ବ୍ୟାଙ୍କ ସମ୍ମୁଖରୁ ବୃଦ୍ଧଙ୍କ ଠାରୁ ଲୁଟେରା ଲୁଟି ନେଇଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବାଟରେ ଦୁଇ ଲୁଟେରା ଟଙ୍କା ଲୁଟି ନେଇଛନ୍ତି। ବୃଦ୍ଧ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି ବୋଲି ସୂଚନା ମିଳିଛି।

Comments are closed.