କୋଣାର୍କ ; ସତ୍ୟସାଇ ବାବାଙ୍କ ୯୩ତମ ଜୟନ୍ତୀ ପାଳିତ

0

କୋଣାର୍କ : ସତ୍ୟସାଇ ସମିତି, କୋଣାର୍କ ଆନୁକୂଲ୍ୟରେ ଭଗବାନ ସତ୍ୟସାଇ ବାବାଙ୍କର ୯୩ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷ ରୁ କୋଣାର୍କ ସ୍ଥିତ ଵାଵାଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯିବା ସହ ନଗର କୀର୍ତ୍ତନ, ଓଙ୍କାର, ଓ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ରେ ଶ୍ରୀ ସତ୍ୟସାଇ ସେଵା ସଂଗଠନର ରାଜ୍ୟ ପ୍ରତିନିଧି ରାଜେନ୍ଦ୍ର କୁମାର ସାହୁ, ଅଧ୍ୟାପକ ଅରବିନ୍ଦ ସାହୁ ଓ ସମିତି ର କୋଣାର୍କ ଆଵାହକ ରାଜ କିଶୋର ସ୍ବାଇଁ ପ୍ରମୁଖ ଯୋଗ ଦେଇ ଵାଵାଙ୍କ ସମ୍ଵଧରେ ଆଲୋକପାତ କରିଥିଲେ। ଏହି ଅବସରରେ କୋଣାର୍କ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ୯୩ଜଣ ନାରାୟଣ ଙ୍କୁ କମ୍ଵଳ ବଣ୍ଟନ କରାଯାଇଥିଲା।

Leave A Reply