ନେପାଳର ଗ୍ଲୋବାଲ ଏ ରପ୍ରି ନ୍ୟୁୟରସ ଫୋରମରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ଓଡ଼ିଆ ପୁଅ ସୁନିଲ

0

କୋଣାର୍କ : ଆସନ୍ତା ଡିସେମ୍ବର ୫ତାରିଖ ରୁ ୯ତାରିଖ ପର୍ୟ୍ୟନ୍ତ ଆନ୍ତର୍ଜାତିକ ଯୁବ ସୋସାଇଟି ଓ କାଠମାଣ୍ଡୁର ଆୟୋଜିତ ହେବାକୁ ଯାଉଛି।ଏହି ଗ୍ଲୋବାଲ ଏ ରପ୍ରିନ୍ୟୁୟରସରେ ଭାରତରୁ ପ୍ରତିନିଧିତ୍ବ କରିଵେ କୋଣାର୍କ ଥାନା ଅଧୀନସ୍ଥ ଭୋଗପଡା ଗ୍ରାମର ସମାଜିକ କର୍ମୀ ସୁନିଲ କୁମାର ନାୟକ। ଏହି କାର୍ୟ୍ୟକ୍ରମରେ ନେପାଳ ଟୁରୁଜିମ ଓ ହୋଟେଲ କାମଂଗ ଠାରେ ଏହା ଅନୁଷ୍ଠିତ ହେବ। ଏହି କାର୍ୟ୍ୟକ୍ରମରେ ହୋଟେଲ ଉଦ୍ୟୋଗ ମାଧ୍ୟମରେ କିଭଳି ଭାବରେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ଏଥିରେ ସାମିଲ କରି ଚାକିରି ପଛରେ ନ ଗୋଡାଇ ଅନ୍ୟ ମାନଙ୍କୁ ଏହି ସ୍ରୋତ ରେ ସାମିଲ କରିବା ପାଇଁ ଏହା ଏକ ଵିଶ୍ଵ ସ୍ତରୀୟ ପ୍ରୟାସ କରାଯାଉଛି। ଏହି ବିଶ୍ଵ ସ୍ତରୀୟ କାର୍ୟ୍ୟକ୍ରମରେ ଭାରତରୁ ୪୦ ରୁ ଊର୍ଦ୍ଧ୍ବ ଦେଶର ଯୁଵ ଉଦ୍ୟୋଗୀ ଯୋଗ ଦେଵେ ଵୋଲି ସୁନିଲ କୁମାର ନାୟକ ପ୍ରକାଶ କରିଛନ୍ତି।

Leave A Reply