କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ

ଭୁବନେଶ୍ବର: ଭୁବନେଶ୍ବରରୁ ମୁମ୍ବଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ। ଇଞ୍ଜିନ ଖରାପ ଥିବାରୁ ଅଟକିଥିବା ଏକ ଟ୍ରେନରେ ଯାତ୍ରୀଙ୍କୁ ଧକ୍କା ଦେଲା କୋଣାର୍କ। ସିକନ୍ଦରାବାଦରୁ ଗୌହାଟି ଯାଉଥିବା ଏକ ଟ୍ରେନ ବାଟରେ ଅଟକିଥିଲା। ଟ୍ରେନର ପାସେଞ୍ଜର ଗାଡ଼ିରୁ ଓହ୍ଲାଇ ଧାରଣାରେ ବୁଲୁଥିବାବେଳେ ଦୁର୍ଘଟଣା। ଆନ୍ଧ୍ର ପ୍ରଦେଶରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ମୁମ୍ବଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ। ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲାର ଚିପୁରୁପାଲି ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Comments are closed.