ଟ୍ରକ ଧକ୍କାରେ କାରଚାଳକ ମୃତ

0

କୋଲାବିରା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ଅନ୍ତର୍ଗତ ବାଗମରା କଲେଜ୍ ଗେଟ୍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ(ଓଡ଼ି ୧୪ ଏଲ ୬୧୫୫) ନମ୍ବର ଥିବା ଏକ ଟ୍ରକ ଦୃତଗତିରେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା (ଓଡ଼ି୧୫ ୩୬୧୧) ନମ୍ବର କାରକୁ ବାଗମରା କଲେଜ ଗେଟ ସମ୍ମୁଖରେ ଧକ୍କା ଦେଇଥିଲା ଦୁର୍ଘଟଣାଟି ଏତେ ଜୋରରେ ଥିଲାଯେ କାରର ଆଗପଟ ଟ୍ରକ୍ ତଳେ ଚାପି ହୋଇ । କାରରେ ଥିବା ଡ୍ରାଇଭର ମଧ୍ୟ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

Leave A Reply