ମା’ ଟଙ୍କା ନ ଦେବାରୁ ନାବାଳକର ଆତ୍ମହତ୍ୟା

କୋଇଡ଼ା: କୋଇଡ଼ା ଥାନା ବଲଢ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ଖର୍ଚ୍ଚ କରିବାକୁ ମା’ ଟଙ୍କା ନ ଦେବାରୁ ନାବାଳକ ପୁତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମା’ଙ୍କୁ ଖର୍ଚ୍ଚ ପାଇଁ ୫୦ଟଙ୍କା ମାଗି ନ ପାଇବାରୁ ରଶି ଲଗାଇଥିବା ସୂଚନା ମିଳିଛି।

Comments are closed.