କରୋନା ଟିକା ନେଲେ ବିରାଟ କୋହଲି, ଫଟୋ ଶେୟାର କରି ଅନ୍ୟମାନଙ୍କୁ ନେବା ପାଇଁ ଅନୁରୋଧ କଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସେମାବାର କରୋନା ଟିକା ନେଇଛନ୍ତି। ସେ ପ୍ରଥମ ପାନ ଟିକା ନେଇଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Virat Kohli takes the first shot of the COVID-19 vaccine. 

ବିରାଟ ଟିକା ନେଉଥିବା ସମୟର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାସହିତ ଅନ୍ୟମାନେ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛନ୍ତି।

ସେହିପରି ଭାରତୀୟ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଆଜି ଟିକା ନେଇଛନ୍ତି । ସେ ଟ୍ୱିଟରରେ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି।

Comments are closed.