କିଟ କାଟ ନିର୍ମାତା ନେସଲେ  ୧୬ ବର୍ଷ ପୁରୁଣା କପି ରାଇଟ୍‌ ମାମଲା ହାରିଲା

0

ଲଣ୍ଡନ:  ବିଶ୍ୱର ପ୍ରସିଦ୍ଧ ଚକୋଲେଟ୍‌ ନେସଲେ କିଟ୍‌କାଟର ଚାରି ଟିକିଆ ଡିଜାଇନ୍‌ର କପି ରାଇଟ୍‌ ମାମଲା ହାରିଯାଇଛି । ଏହା ଏକ ୧୬ ବର୍ଷ ପୁରୁଣା କପିରାଇଟ୍‌ ବା ସ୍ୱତ୍ୱାଧିକାର ମାମଲା । ଏଥିରେ ଥିବା ୪ ଟିକିଆ ଡିଜାଇନ୍‌କୁ ନେଇ ୟୁରୋପ ୟୁନିଅନ୍‌ ଅଦାଲତରେ ଏକ ମାମଲା ରୁଜୁ କରାଯାଇଥିଲା । କାଡବରିର ମଣ୍ଡୋଲେଜ୍‌ ଏହି ମାମଲା  ରୁଜୁ କରିଥିଲା । ୟୁରୋପ ୟୁନିୟନ ଅଦାଲତ ମଣ୍ଡୋଲେଜ୍‌ ସପକ୍ଷରେ ରାୟ ଦେଇଛି ।

Leave A Reply