କିନ୍ନରଙ୍କ କଳସ ଶୋଭାଯାତ୍ରା

0

ବ୍ରହ୍ମପୁର : ଛତ୍ରପୁର କିନ୍ନରଙ୍କ ପକ୍ଷରୁ ଏକ କଳସ ଶୋଭାଯାତ୍ରା କରିଛନ୍ତି । ବହୁଚରି ମାଆଙ୍କ ପଥ ଉତ୍ଛବ ପରିକ୍ରମା କରି ନିଜ ନିଜ ହାତରେ କଳସକୁ ନେଇ ମାଁଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଏହି ଉତ୍ଛବରେ କେରଳରେ ହୋଇଥିବା ବନ୍ୟାରେ ଲୋକମାନେ କିପରି ଉଧାର ହେବେ ଏଥିନେଇ କିନ୍ନର ମାନେ ଜଳକନ୍ୟାଙ୍କୁ ପ୍ରାର୍ଥନା କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କିନ୍ନର ଯୋଗ ଦେଇଥିଲେ ।

Leave A Reply