କିଡନୀ ରୋଗରେ ଜଣଙ୍କର ମୃତ୍ୟୁ

0

ରାୟଗଡା : ରାୟଗଡା ଜିଲ୍ଲା କୋଲନର ବ୍ଲକ୍‍ ଅନ୍ତର୍ଗତ ଗୋପୀ କାଙ୍କୁବାଡି ଗ୍ରାମରେ କିଡନୀ ରୋଗରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଖୋଗୋପତି ବାତ୍ରିୟା(୩୨)। ସେ ୪ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ଥିଲାବେଳେ ବୁଧବାର ତାଙ୍କର ମୃତ୍ୟ ଘଟିଛି।

ଏଥିରେ ଆହୁରି  ୭ ଜଣ  ଆକ୍ରନ୍ତ ହୋଇଛନ୍ତି । ଆକ୍ରନ୍ତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।   ଆକ୍ରାନ୍ତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଦାବି ହୋଇଛି ।

Leave A Reply