ନାବାଳିକାକୁ ଅପହରଣ ଅଭିଯୋଗରେ ୨ ଜଣଙ୍କୁ ନିସ୍ତୁକ ମାଡ

0

ସୁନ୍ଦରଗଡ: ଟାଉନଥାନା ଅନ୍ତର୍ଗତ ମସ୍ ଜିଦ ପଡାରୁ ଦୁଇଦିନ ତଳେ ନାବାଳିକାକୁ ଅପହରଣ କରିନେଇ ଥିବା ଅଭିଯୋଗରେ ସ୍ଥାନୀୟ ଲୋକ ଦୁଇ ଜଣ ଅଭିଯୁକ୍ତକୁ ନିସ୍ତକ ମାଡମାରିଛନ୍ତି । ଟାଉନ ଥାନା ପୁଲିସ ସୂଚନା ପାଇ ଦୁଇ ଅଭିଯୁକ୍ତକୁ ଉଦ୍ଧାର କରି ଡାକ୍ତରୀ ପରିକ୍ଷା ପରେ ଥାନାରେ ଅଟକ ରଖିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ଟାଉନ ଥାନା ଅନ୍ତର୍ଗତ ମସ ଜିଦ ପଡାର ଏମ୍.ଡି. ନାସୁରୁଦ୍ଦିନ ଓ କଲେଜ ରୋଡର ଏମ୍.ଡି.କୟୁମ ଅଲ୍ଲି ବୋଲି ଜଣାପଡିଛି ।

Leave A Reply