ବେଆଇନ ମଦ କାରବାର ୬ ଗିରଫ

0

ଖୁଣ୍ଟା : ଖୁଣ୍ଟା ଅବକାରୀ ବିଭାଗ ଦ୍ୱାରା ବେଆଇନ ଦେଶୀ ମହୁଲି ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଶିଳଘାଟିର ଯାଦବ ସିଂ(୩୮)୧୦ ଲିଟର, ନହରାର ରାସୁ ସିଂ(୨୬) ୫ଲିଟର, ସୁଶାନ୍ତି ମଣି ସିଂ(୪୩) ୧୩ ଲିଟର, କୁଶଳଦାର ଚାମ୍ପୋ ମୁର୍ମୁ(୬୦) ୮ଲିଟର, ଚତୁର୍ଶିଳାର ହରିହର ବେହେରା(୫୫) ୪ଲିଟର, ଗୌଡଗାଁର ମିନାକ୍ଷୀ ବେହେରା(୨୯) ଏବଂ ତାଙ୍କ ଠାରୁ ୯ ଲିଟର ମଦ ଜବତ କରାଯାଇଛି।

Leave A Reply