କାର ଧକ୍କାରେ ବାପପୁଅ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବେଗୁନିଆ ଚକାପଦା ଛକରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରେ ଯାଉଥିବା ବାପପୁଅଙ୍କୁ ଏକ କାର ଧକ୍କା ଦେବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ବାପପୁଅ ଉଭୟ ବୋଲଗଡରୁ ଖୋର୍ଦ୍ଧା ଆସୁଥିବା ବେଳେ କାର ସହ ମୁହାଁମୁହିଁ ଧକ୍କା ହୋଇଥିବା ନେଇ ଖବର ମିଳିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।

Comments are closed.