ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

୨ ଗାଈ ଜୀବନ୍ତ ଦଗ୍ଧ

ଖଇରା :  ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଝାଟିଆ ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ ବଖରା ଜଳି ଭସ୍ମୀଭୂତ ହୋଇଛି। ଏହାସହ ୫ ଲକ୍ଷ ଟଙ୍କାର ସମ୍ପତ୍ତି ଓ ୨ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି।
ଖବର ପାଇ ଘଟଣାସ୍ଥଳରେ ଖଇରା ଦମକଳବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। ଏଯାବତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.