ଟ୍ରକରୁ ୧୦ ଫୁଟର ଅଜଗରସାପ ଉଦ୍ଧାର

କେଶଦୁରାପାଳ: ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଖପରା ଖାଇ ଛକ ନିକଟରେ ଥିବା ଟ୍ରକରୁ ଏକ ୧୦ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
Related Posts
ସୂଚନାରୁ ଜଣାଯାଏ, ଖପରାଖାଇ ଛକ ନିକଟରେ ଥିବା ଏକ ଟ୍ରକରେ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକମାନେ ଥିବା ବନ ବିଭାଗକୁ ଖବର ଦେଇଥିଲେ। ବନକର୍ମଚାରୀ ମାନେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି ।
Comments are closed.