କେରଳ ବନ୍ୟା ପୀଡିତଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସହାୟତା

0

ବ୍ରହ୍ମପୁର : କେରଳ ବନ୍ୟା ପୀଡିତଙ୍କ ନିମନ୍ତେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଦାୟ ହୋଇଥିବା ୮ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜରିଆରେ କେରଳକୁ ପଠାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମେତ ବ୍ରହ୍ମପୁରର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଏବଂ ଦିଗପହଣ୍ଡି , ସାନଖେମୁଣ୍ଡି, ଆସିକା ,କବିସୂର୍ୟ୍ୟନଗର, ଛତ୍ରପୁର, ଗଞ୍ଜାମ, ଭୀଷ୍ମଗିରୀ ଭଳି ପ୍ରମୁଖ ମହାବିଦ୍ୟାଳୟରୁ ବିଦ୍ୟାର୍ଥୀ ମାନଙ୍କ ଠାରୁ ଏଭଳି ଅର୍ଥ ଆଦାୟ କରାଯାଇଥିଲା।

Leave A Reply