ଦୀପରୁ ନିଆଁ ଲାଗି ମହିଳା ଆହତ

କେନ୍ଦୁଝର : ଶିବରାତ୍ରୀ ଅବସରରେ କେନ୍ଦୁଝର ଜିଲା ଦେଓଗାଁ କୁଶଳେଶ୍ୱର ଶିବ ମନ୍ଦିରରେ ଦୀପ ଲଗାଇବା ସମୟରେ ନିଆଁ ଲାଗି ଶୁକ୍ରବାର ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।

Comments are closed.