ଇଭିଏମ ବିତରଣ କେନ୍ଦ୍ରରେ ଚାଷୀଙ୍କ ଧାରଣା

କେନ୍ଦ୍ରାପଡା : ନବ ନିର୍ମାଣ କୃଷକ ସଂଗଠନ ଶୁକ୍ରବାର ପୁଣି ଆନ୍ଦୋଳନ ଓହ୍ଲାଇଛି । ପ୍ରାଇସ୍, ପ୍ରେଷ୍ଟ୍ରିଜ୍ ପେନସନ୍ ଦାବିରେ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରି ନବ ନିର୍ମାଣ କୃଷକ ସଂଗଠନର ଶହ ଶହ ଚାଷୀ କେନ୍ଦ୍ରାପଡାର ଇଭିଏମ ବିତରଣ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି । ଏହା ସହ ଉଦଳା କଲେଜ ଆଗରେ ମଧ୍ୟ କିଛି ଚାଷୀ ଧାରଣା ଦେଇଛନ୍ତି । ଧରଣାସ୍ଥଳରୁ ଶତାଧିକ ଚାଷୀଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି ।

Comments are closed.