କାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ

କଟକ : ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ମଙ୍ଗଳବାର ଜଣେ ନିଖୋଜ ହୋଇଥିବା ଜଣାପଡିଛି। ବ୍ରିଜ ଉପରେ ବାଇକ୍ ରଖି ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବାବେଳେ ନିଖୋଜଙ୍କ ପରିଚୟ ମିଳିପାରି ନାହିଁ।

Comments are closed.