କରୁଣାନିଧିଙ୍କ ଶେଷକୃତ୍ୟ ପୂର୍ବରୁ ଅଘଟଣ: ୨ ମୃତ, ୩୩ ଆହତ

0

ଚେନ୍ନାଇ: କରୁଣାନିଧିଙ୍କ ଶେଷ ସଂସ୍କାର ପୂର୍ବରୁ ଅଘଟଣ ଘଟିଛି। ତାଙ୍କ ପାର୍ଥିବ ଶରୀର ଥିବା ରାଜାଜୀ ହଲ୍‍ ସମ୍ମୁଖରେ ଦଳଚକଟା ହେବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା। ଦଳଚକଟାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୩ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Leave A Reply