‘କରୋନା’ ଭାଇରସ ପାଇଁ ଟୋଲ ଫ୍ରି ନମ୍ବର ଜାରି କଲେ ସରକାର

ଭୁବନେଶ୍ଵର : ଚୀନର ଭୟଙ୍କର ‘କରୋନା’ ଭାଇରସ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୪ ଘଣ୍ଟିଆ ନିୟନ୍ତ୍ରଣ  କକ୍ଷ ଖୋଲାଯିବା ସହ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।  ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭

Comments are closed.