କଣ୍ଟାବାଞ୍ଜି ପୋଲିସର ସ୍କୁଟି ପାଟ୍ରୋଲିଂ ଶୁଭାରମ୍ଭ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ସ୍କଟି ପାଟ୍ରୋଲିଂର ଶୁଭାରମ୍ଭ । ଗୁରୁବାର କଂଟାବାଞ୍ଜି ପୋଲିସ ପକ୍ଷରୁ ସ୍କଟି ପେଟ୍ରୋଲିଂର ଶୁଭାରମ୍ଭ ହୋଇଥିଲା । କଣ୍ଟାବାଞ୍ଜି ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ ପୋଲିସ ଅଫିସର, ଏପିଆର ଫୋର୍ସ, ହୋମଗାର୍ଡଙ୍କୁ ନେଇ ଏକ ମଗଡ୍ରିଲ କରାଯାଇଥିଲା । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସହରର ଗଳିକନ୍ଦିରେ ସ୍କୁଟିରେ ପେଟ୍ରୋଲିଂ ଆରମ୍ଭ କରିଥିବା ବେଳେ ଦୁଇଟି ମୋବାଇଲ ଭେନ୍ ସହରସାରା ବୁଲି ବିଭିନ୍ନ ଜାଗାରେ ଟ୍ରାଫିକ ଜାମ ସମସ୍ୟା ସହ ଅଣସାମାଜିକ ବ୍ୟକ୍ତିମାନଙ୍କ ଉପରେ ନଜର ରଖିଥିଲେ ।

Comments are closed.