ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

କଣ୍ଟାବାଞ୍ଜି: ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନେଇ ୯ ଦିନ ବ୍ୟାପି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। କଲେଜ ଅଧକ୍ଷ ସାହସ୍ରାଂଶୁ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅତିଥି ଭାବେ ଶିକ୍ଷା ବିଭାଗ ଅଧ୍ୟାପକ ଡ଼. ନବକିଶୋର ସାହୁ, ଅଧ୍ୟାପକ ଲଳିତ ମୋହନ ନାୟକ, ମାଷ୍ଟର ଟ୍ରେନର ତନୁଶ୍ରୀ ମହାପାତ୍ର, ଡାକପ୍ରିୟା ନାଗ ବେଲପଡା କଲେଜଓ ବିଇଓ ଜୟଚନ୍ଦ୍ର ଗୁରୁ ମଂଚାସୀନ ଥିଲେ। ସଭା ଶେଷରେ ତାଲିମ ପ୍ରାପ୍ତ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

Comments are closed.