କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ନିର୍ବାଚନ ସମ୍ପନ୍ନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ପ୍ରମୁଖ ସାମାଜିକ ସଂଗଠନ ଅଗ୍ରୱାଲ ସଭା ଟ୍ରଷ୍ଟର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି।ସଭାପତି ଭାବେ ସୁରେଶ ଆର୍ୟ ଏବଂ ସମ୍ପାଦକ ଭାବେ ସଂଜୟ ଅଗ୍ରୱାଲ ଗାନ୍ଧୀ ନିର୍ବିରୋଧ ନିର୍ଵାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଅଶୋକ ବଂସଲ ଏହାର ବିଧିବଦ୍ଧ ଘୋଷଣା କରିଛନ୍ତି। ନୂତନ ନିର୍ଵାଚିତ ପଦାଧିକାରୀ ଅତିଶୀଘ୍ର ନିଜର କାର୍ଯ୍ୟକାରୀ କମିଟିର ଘୋଷଣା କରିବେ ବୋଲି ସୂଚନା ମିଳିଛି।

Comments are closed.