କଙ୍କଡ଼ାହାଡ଼ ଆଇଆଇସି ନିଲମ୍ବିତ

କଙ୍କଡ଼ାହାଡ଼: ଢୋଙ୍କାନାଳ ଜିଲା କଙ୍କଡ଼ାହାଡ଼ ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। କାର୍ଯ୍ୟରେ ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ପୁଲିସ ଡିଜି ଅଭୟ ତାଙ୍କୁ ନିଲମ୍ବନ କରିଛନ୍ତି। ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।

Comments are closed.