କାନିମୋଝିଙ୍କୁ ଅବୈଧ ସନ୍ତାନ କହିଲେ ବିଜେପି ନେତା

0

ଚେନ୍ନଇ : ଡିଏମ୍‍କେର ରାଜ୍ୟସଭା ସାଂସଦ ତଥା କରୁଣାନିଧିଙ୍କ ଝିଅ କେ କାନିମୋଝିଙ୍କୁ ଜଣେ ଅବୈଧ ସନ୍ତାନ ବୋଲି କହିଛନ୍ତି ବିଜେପିର ଜାତୀୟ ସମ୍ପାଦକ ଏଚ୍‍ ରାଜା। ରାଜାଙ୍କ ଏପରି ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି। ସୋମବାର ରାଜା ତାଙ୍କ ଟ୍ୱିଟରରେ କାନିମୋଝିଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇଥିଲେ। କରୁଣାନିଧିଙ୍କ ତୃତୀୟ ପତ୍ନୀ ରାଜାଥି ଆମ୍ମାଲଙ୍କ ଗର୍ଭରୁ କାନିମୋଝି ଜନ୍ମ ହୋଇଛନ୍ତି।

Leave A Reply