କଲ୍ୟାଣସିଂହପୁରରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ନୂତନ ଥାନା ଅଧିକାରୀ ଭାବେ ମୁକୁନ୍ଦ ଦେବ ନାୟକ ଯୋଗଦାନ କରିଛନ୍ତି। ଶ୍ରୀ ନାୟକ ପୂର୍ବରୁ ଚନ୍ଦ୍ରପୁର ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ତୁଲାଇ ଆସୁଥିଲେ ବର୍ତ୍ତମାନ କଲ୍ୟାଣସିଂହପୁର ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଥାନା ଅଧିକାରୀଣି ସୁକୁମା ହଂସୁଦାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଏଠାରେ ଥିବା ଥାନା ଅଧିକାରୀଣିଙ୍କୁ ରାୟଗଡା ଥାନାକୁ ବଦଳି ହୋଇ ଯାଇଥିବା ସୂଚନା ମିଳିଛି ।

Comments are closed.