ପ୍ଲାଜମା ଦାନ କରି କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇଲେ କଳାହାଣ୍ଡି ପୁଲିସ୍ ଓ ହୋମଗାର୍ଡ

ଭବାନୀପାଟଣା : କଳାହାଣ୍ଡିର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ। ତେବେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ୧୬ ଜଣ ପୁଲିସ ଓ ହୋମଗାର୍ଡ ପ୍ଲାଜମା ଦାନ କରି ସେହି କୋରନା ଆକ୍ରନ୍ତ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି। ଏହା ସହିତ ରାଜ୍ୟର ଅନ୍ୟ ପୁଲିସ ଏବଂ ସାଧାରଣ ଜନତାଙ୍କୁ ମଧ୍ୟ ନିଜର ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିଛନ୍ତି।

Comments are closed.