କଳାହାଣ୍ଡି ଜିଲାର ଦୁଇ ଜଣ ଯୁବକ ୟୁପିଏସସି ପରୀକ୍ଷାରେ ସଫଳ

ଭବାନୀପାଟଣା : କଳାହାଣ୍ଡି ଜିଲାର ଦୁଇ ଜଣ ଯୁବକ ୟୁପିଏସସି ପରୀକ୍ଷାରେ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କେସିଙ୍ଗା ସହରର ସୁନିଲ ଗୋୟଲର ପୁତ୍ର ରାହୁଲ ଗୋୟଲ। ୟୁପିଏସସି ପରୀକ୍ଷାରେ କ୍ରମିକ ନମ୍ବର ୧୬୮ ରେ ସଫଳ ହୋଇଛନ୍ତି।

ସେହିଭଳି ଦ୍ୱିତୀୟରେ ଭବାନୀପାଟଣା ସହରର ମହାବୀରପଡା ନିବାସୀ ତଥା ଅବସରପ୍ରାପ୍ତ ରିଡର ଅବନୀ ଭୂଷଣ ମିଶ୍ର ଓ ସଂଯୁକ୍ତା ମିଶ୍ରଙ୍କ ଏକ ମାତ୍ର ପୁତ୍ର ଅଙ୍କିତ ଶଙ୍କର ମିଶ୍ର ୟୁପିଏସିସି ପରୀକ୍ଷା ଫଳର କ୍ରମିକ ନମ୍ବର ୨୯୪ ରେ ସଫଳ ହୋଇଛନ୍ତି ।

Comments are closed.