କଳାହାଣ୍ଡିରେ ମାଓ ମୁକାବିଲା ପାଇଁ ସମୀକ୍ଷା ବୈଠକ

ଭବାନୀପାଟଣା : କଳାହାଣ୍ଡି ଜିଲାରେ ମାଓ ମୁକାବିଲା ପାଇଁ ଶନିବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠରେ ପୁଲିସ ଡ଼ିଜି ଅଭୟ, ଡ଼ିଆଇଜି ସଫିନ ଅହମଦ ଖାଁ, ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡ଼ିଜି ସତ୍ୟଜିତ୍‍ ମହାନ୍ତି, ଅତିରିକ୍ତ ଡ଼ିଜି ବିନୟତୋସ ମିଶ୍ର, କଳାହାଣ୍ଡି , କନ୍ଧମାଳ, ରାୟଗଡ଼ାର ଏସପି ମଧ୍ୟ ସାମିଲ ଥିଲେ।

Comments are closed.