କଳାହାଣ୍ଡିରେ ମାଓବାଦୀ ପୋଷ୍ଟର

କଳାହାଣ୍ଡି : କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗାଁରେ ସିପିଆଇ ମାଓବାଦୀ ସଂଗଠନର ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରି ଥିବା ବେଳେ ପୋଷ୍ଟରରେ ରାମଦାସଙ୍କୁ ସିକୁଳି ଗାଁରୁ ପୁଲିସ ଉଠାଇ ନେଇ ଥିବା ଉଲ୍ଲେଖ ରହିଛି। ତାଙ୍କୁ ଶୀଘ୍ର କୋର୍ଟରେ ହାଜର ପାଇଁ ନିବେଦନ କରାଯାଇଛି। କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି।

Comments are closed.