କଳାହାଣ୍ଡିରେ ବନ୍ୟା ପରିସ୍ଥିତି

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ କରମାଠ ଗ୍ରାମରେ ବନ୍ୟାପାଣି ମାଡିଆସିଛି। ଏହା ନିକଟରେ ଥିବା କରପା – କରର୍ଲା ରାସ୍ତାର ୫ ରୁ ୬ ଫୁଟ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି। ଯାହାଫଳରେ ଉଭୟ ପାର୍ଶ୍ବର ଲୋକମାନଙ୍କ ଗମାନାଗମନ ବାଧା ସୃଷ୍ଟି ହୋଇଛି।

Leave A Reply