ପୁଲିସ ଆଖିରେ ଆଙ୍ଗୁଠି ଦେଇ କଏଦୀ ଚମ୍ପଟ

0

ଭବାନୀପାଟଣା: ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା କଏଦୀ । ଏହି ଉକ୍ତି ଭଳି ଏକ ସମାନ ଘଟଣା କଳାହାଣ୍ଡି ଜିଲା ଜେଲରେ ଘଟିଛି। ଗତକାଲି ସନ୍ଧ୍ୟାରେ ଜଣେ କଏଦୀ ପୁଲିସ ଆଖିରେ ଆଙ୍ଗୁଠି ପୁରାଇ ଜେଲ ପରିସରରୁ ଚମ୍ପଟ ମାରିଛି। ଫେରାର କଏଦୀଙ୍କ ନାମ ହେଲା ଭବସାଗର ଶବର(୪୬)। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଭବସାଗର ଶବର ଯୌତୁକ ନିର୍ଯାତନ ମାମଲାରେ ଗିରଫ ହୋଇ ଜେଲାରେ ଥିଲେ ବୋଲି ଜଣାପଡିଛି ।

Leave A Reply