କେରଳରେ ଦାଦନ ଶ୍ରମିକ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ମୂଷାନାଳ ଗ୍ରାମରେ ପ୍ରଦୀପ ହରିଜନ ଗତ ଦେଡ ବର୍ଷ ହେଲା କେରଳ ରାଜ୍ୟରେ ତ୍ରିଶୁଳ ଜିଲାର ମାଲକାନକେରି ବ୍ଲକର ବୁରଲକେଲା ଗ୍ରାମ ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ। ବୁଧବାର କାମ ସାରି ନିଜ ଘରକୁ ଫେରିବା ପରେ ଶୋଇଥିବା ଅବସ୍ଥାରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟ ହୋଇଥିଲା। ପରିବାର ବର୍ଗ ସୂଚନା ପାଇବା ପରେ ମୃତ ପ୍ରଦୀପଙ୍କ ସମ୍ପର୍କିୟ କେରଳ ଯାଇଥିବା ସୂଚନା ମିଳିଛି।

Comments are closed.