ବଜ୍ରାଘାତରେ ଚାଷୀ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେ ଗୁରୁବାର ସଂଧ୍ୟାସମୟ ରେ ଘଡଘଡି ସହ ବର୍ଷା ହୋଇଥିଲା ଫଳରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ଗାଁ ର ଅମିତ ପ୍ରଧାନ ନିଜ ଚାଷଜମିକୁ ଯାଇ ଫେରୁଥିବା ବେଳେ ବଜ୍ରାପାତର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ହିଁ ଅମିତଙ୍କ ମୃତ୍ୟ ହୋଇଯାଇଥିବା ସୂଚନା ମିଳିଛି।

Comments are closed.