ଆଇସିଡିଏସ୍ ସୁପରଭାଇଜର ଭିଜିଲାନ୍ସ ଦ୍ବାରା ଗିରଫ

0

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଆଇସିଡିଏସ୍ ସୁପରଭାଇଜର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ତାଙ୍କ ନାମ ବାସନ୍ତୀ ନାଏକ। ଖବରଅନୁସାରେ ଭବାନୀପାଟଣା ବ୍ଲକ ପରିଆଗ୍ରାମର ଅଙ୍ଗନବାଡ଼ି କର୍ମୀ ଗୀତାଞଳୀ ନାଏକଙ୍କ ୩ ମାସର ଅଙ୍ଗନବାଡି କେନ୍ଦ୍ର ପରିଚାଳନା କରିବା ପାଇଁ ଆସିଥିବା ବେଳେ ୩୫ ହଜାର ୫୦୦ ଟଙ୍କାର ଏକ ବିଲର କାଉଣ୍ଟର ଦସ୍ତଖତ କରିଦେବାପାଇଁ ୩୫ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

Leave A Reply