ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ କାରଦଣ୍ଡ

0

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ଥାନା ଅଧିନର କୁଶୁର୍ଲା ଗ୍ରାମର ତୋଫାନ ସାହୁ ନିଜ ସ୍ତ୍ରୀ କୁ ହତ୍ୟା କରିବା ମାମଲାରେ କଳାହାଣ୍ଡି ଜିଲ୍ଲା ଓ ଦୌରାଜଜ ଦୋଷୀ ସାବ୍ୟସ୍ତ କରି ତୋଫାନ ସାହୁ କୁ ଆଜୀବନ କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନେ ରେ ଦଣ୍ଡିତ କରିଛନ୍ତି ।

Leave A Reply