କଏମା ବ୍ରିଜ ଫାଟିବା ଘଟଣା ଅନୁଧ୍ୟାନ କଲେ ଅଧିକ୍ଷଣ ଯନ୍ତ୍ରୀ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଳୁଅ ନଦୀ ଉପରେ ନିର୍ମିତ କଏମା ବ୍ରିଜ ଫାଟିବା ଘଟଣାର ଖବର ପାଇଁ ପୂର୍ତ୍ତବିଭାଗ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର ବ୍ରିଜ ଫାଟିବା ସ୍ଥଳ ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ନିର୍ବାହୀ ଯନ୍ତ୍ରୀ ଅରୁଣ ପଟ୍ଟନାୟକ, ଏସ୍ଡ଼ିଓ ନରେନ ଜେନା ଓ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Comments are closed.