ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ସଞ୍ଜୟ କରୋଲ

ପାଟନା : ବିହାରର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୋମବାର ସଞ୍ଜୟ କରୋଲ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ସମାରୋହରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଓ ଉଚ୍ଚ ନ୍ୟାୟଳୟର ବହୁ ବିଚାରପତି ଉପସ୍ଥିତ ଥିଲେ।

anjay Karol sworn-in as Chief Justice of Patna High Court by Governor Phagu Chauhan at Raj Bhavan, today. pic.twitter.com/6JUOResguH

Comments are closed.