ଜୁଆଆଡ୍ଡାରେ ଚଢଉ; ୨୪ ହଜାର ଟଙ୍କା ସହ ୬ ଗିରଫ

0

ବ୍ରହ୍ମପୁର: ପାଟପୁର ପୁଲିସ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୨୪,୧୨୦ ଟଙ୍କା,କାର ଓ ୫ ଟି ମୋବାଇଲ ସହ ୬ ଜଣଙ୍କୁ ଗିରଫ କରିଛି । ସାନଖେମୁଣ୍ଡି ବ୍ଲକ ତଥା ପାଟପୁର ଥାନା ଅନ୍ତର୍ଗତ ପଳାସପୁର ଗ୍ରାମରେ ଜୁଆଆଡ୍ଡା ଚାଲିଥିବା ବେଳେ ପୁଲିସ ପେଟ୍ରୋଲିଂ ସମୟରେ ଏହି ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା । ପୁଲିସ୍ ୬ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply