ଭାରତ ଓ ଆମେରିକୀୟ ବାୟୁସେନାର ମିଳିତ ସମରାଭ୍ୟାସ ; ଏକ୍ସ-କୋପ୍‍ ଇଣ୍ଡିଆ-୨୦୧୮

0

ନୂଆଦିଲ୍ଲୀ : ଭାରତ ଓ ଆମେରିକୀୟ ବାୟୁସେନାର ମିଳିତ ସମରାଭ୍ୟାସ ସୋମବାରଠାରୁ ଆରମ୍ଭ ହୋଇଛି। ଏକ୍ସ-କୋପ୍‍ ଇଣ୍ଡିଆ-୨୦୧୮ ନାମରେ ନାମିତ ଏହି ସମରାଭ୍ୟାସ କଲେଇକୁଣ୍ଡା ଓ ପାନାଗଡ଼ ବାୟୁସେନା ଘାଟୀରେ ୧୨ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ସାମରିକ ଉଡ଼ାଣ ଦକ୍ଷତା ଓ କୌଶଳ ବୃଦ୍ଧି, ପାରସ୍ପରିକ ସହଯୋଗ ବଢ଼ାଇବା ଏହି ସମରାଭ୍ୟାସର ଲକ୍ଷ୍ୟ।

Leave A Reply